ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୟରେ ୨ଘଣ୍ଟା ବୃଦ୍ଧି : ଜିଲ୍ଲାପାଳ

ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୟରେ ୨ଘଣ୍ଟା ବୃଦ୍ଧି : ଜିଲ୍ଲାପାଳ

#ଅତ୍ୟାବଶ୍ୟକୀୟ_ସାମଗ୍ରୀ_ବିକ୍ରୟରେ_୨_ଘଣ୍ଟା_ବୃଦ୍ଧି     ଯାଜପୁର  :   ( ବିଶ୍ବଜିତ ରଣା )  କରୋନା ଭୟାବହତା ପାଇଁ ସାମାଜିକ ଦୂରତା ସୃଷ୍ଟି ଉଦେଶ୍ୟରେ ସମଗ୍ର ଦେଶରେ ଲକଡାଉନ ବ୍ୟବସ୍ଥା ଜାରି କରାଯାଇଛି । ଏହି ଦୃଷ୍ଟିରୁ ଯାଜପୁର ଜିଲ୍ଲାରେ ଏହି ଲକ ଡାଉନକୁ କଡ଼ାକଡ଼ି ଭାବେପାଳନ କରିବାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି । ଲୋକମାନଙ୍କ ସୁବିଧା ପାଇଁ ଓ ସାମାଜିକ ଦୂରତାକୁ ଅଧିକ କଡ଼ାକଡ଼ିି ପାଳନ ପାଇଁ ବୁଧବାର ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ବିକ୍ରୟ ପାଇଁ ସକାଳ […]

Continue Reading