ଅଙ୍ଗନବାଡି ସହାୟିକା ମାନଙ୍କ ରାସନ କାର୍ଡ ଉଚ୍ଛେଦ ବିରୁଦ୍ଧରେ ପ୍ରତିବାଦ

ଅଙ୍ଗନବାଡି ସହାୟିକା ମାନଙ୍କ ରାସନ କାର୍ଡ ଉଚ୍ଛେଦ ବିରୁଦ୍ଧରେ ପ୍ରତିବାଦ

#ଅଙ୍ଗନବାଡି_ସହାୟିକା_ମାନଙ୍କ_ରାସନ_କାର୍ଡ_ଉଚ୍ଛେଦ_ବିରୁଦ୍ଧରେ_ପ୍ରତିବାଦ         କେନ୍ଦ୍ରାପଡା    :  କେନ୍ଦ୍ରାପଡା ଜିଲ୍ଲା ଅଙ୍ଗନବାଡି ସହାୟିକା ମାନଙ୍କର ରାସନ କାର୍ଡ ଉଚ୍ଛେଦ ପ୍ରତିବାଦରେ ଶୁକ୍ରବାର ଦିନ ଏକ ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଅଙ୍ଗନବାଡି ସହାୟିକା ମାନେ ସ୍ୱଚ୍ଛାସେବୀ ପ୍ରକଳ୍ପ ମାଧ୍ୟମରେ ସରକାର ମାନଙ୍କ ଦ୍ୱାରା ନିଯୁକ୍ତି ପାଇଥାନ୍ତି । ଦୈନିକ ଖୁବ୍ କମ ଟଙ୍କା ମଜୁରୀରେ ସେମାନଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି । ସେମାନେ ରାସନ କାର୍ଡ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ପାଇ […]

Continue Reading