ଏ ସପ୍ତାହର ରାଶିଫଳ

ଏସପ୍ତାହର ରାଶିଫଳ

ରାଶିଫଳ

ବୃଷ :   ରବି ଓ ସୋମବାର: ଅର୍ଥ ଚିନ୍ତା ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସବୁ କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ସମାଜିକ କାର୍ୟ୍ୟ କରିବାର ସୁଯୋଗ ମିଳିବ।

ମିଥୁନ :  ରବି ଓ ସୋମବାର: ବେପାର ବୃତ୍ତିରେ ମନ ଲାଗିବ। ମଙ୍ଗଳ, ବୁଧ ଓ ଗୁରୁବାର: ବନ୍ଧୁଠାରୁ ସାହାଯ୍ୟ ମିଳିପାରେ। ଶୁକ୍ର ଓ ଶନିବାର: ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ।

କର୍କଟ :   ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ସିଂହ :   ରବି ଓ ସୋମବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ବେପାରରେ କିଛି ପରିବର୍ତ୍ତନ ଆଣିବେ। ଶୁକ୍ର ଓ ଶନିବାର: ପରିବାରରେ ସୁଖଶାନ୍ତି ବଢ଼ିବ।

କନ୍ୟା :   ରବି ଓ ସୋମବାର: କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ରାଜନୀତିରେ ଆର୍ଥିକ ଲାଭ ହେବ। ଶୁକ୍ର ଓ ଶନିବାର: ଘର ଖର୍ଚ୍ଚ ବଢ଼ିପାରେ।

ତୁଳା :    ରବି ଓ ସୋମବାର: ଲାଗି ରହିଥିବା ଚିନ୍ତା ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଶୁକ୍ର ଓ ଶନିବାର: ରାଜନୀତିରେ ସଫଳତା ପାଇବେ।

ବିଛା :    ରବି ଓ ସୋମବାର: ଜୀବନରେ ଆଗକୁ ବଢ଼ିବା ପାଇଁ ଯୋଜନା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଉନ୍ନତି ହେବ।

ଧନୁ :   ରବି ଓ ସୋମବାର: ପରିବାରରେ ସୁଖଶାନ୍ତି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଶୁକ୍ର ଓ ଶନିବାର: ଅଫିସ୍‌ରେ ବଡ଼ କାମର ଦାୟିତ୍ବ ମିଳିପାରେ।

ମକର :  ରବି ଓ ସୋମବାର: ସବୁ କାମ ମନମୁତାବକ ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବୈବାହିକ ଜୀବନରେ ଖୁସି ବଢ଼ିବ। ଶୁକ୍ର ଓ ଶନିବାର: କାର୍ୟ୍ୟ କ୍ଷେତ୍ରରେ ବାଧା ଆସିପାରେ।

କୁମ୍ଭ :    ରବି ଓ ସୋମବାର: ଧନଲାଭର ସୁଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ମୀନ :  ରବି ଓ ସୋମବାର: ଅଧିକ ପରିଶ୍ରମ କରି ଆଗକୁ ବଢ଼ିବେ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଶୁକ୍ର ଓ ଶନିବାର: ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।