ସିଏଏ ନାଗରିକତା ଦେବ, ନେବ ନାହିଁ: ଅମିତ ଶାହ

ସିଏଏ ନାଗରିକତା ଦେବ, ନେବ ନାହିଁ: ଅମିତ ଶାହ

#ସିଏଏ_ନାଗରିକତା_ଦେବ,_ନେବ_ନାହିଁ   ଭୁବନେଶ୍ୱର : ନାଗରିକ ଅଧିକାର(ସିଏଏ) ନାଗରିକତା ଦେବ। କିନ୍ତୁ କୌଣସି ନାଗରିକତା ନେବନାହିଁ। କିନ୍ତୁ ବିରୋଧୀମାନେ ସାଧାରଣ ଲୋକଙ୍କୁ ସିଏଏର ପ୍ରକୃତ ଅର୍ଥ ନବୁଝାଇ ଉସ୍‌କାଉଛନ୍ତି। ସିଏଏ ସମର୍ଥନ ସମାବେଶରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ବିରୋଧୀ କଂଗ୍ରେସକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହୋଇଥିଲା ସିଏଏ ସପକ୍ଷ ସମାବେଶ। ଏଥିରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ […]

Continue Reading