ରୋଗୀ ଭୁଲିଗଲେ ସାମାଜିକ ଦୂରତା, ଡାକ୍ତରଖାନାରେ ଭିଡ

ରୋଗୀ ଭୁଲିଗଲେ ସାମାଜିକ ଦୂରତା, ଡାକ୍ତରଖାନାରେ ଭିଡ

#ରୋଗୀ_ଭୁଲିଗଲେ_ସାମାଜିକ_ଦୂରତା,_ଡାକ୍ତରଖାନାରେ_ଭିଡ      କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ଅହେତୁକ ଭିଡ ଯୋଗୁଁ ସାମାଜିକ ଦୂରତା କଟକଣା ପାଳନ କରାଯାଇ ପାରୁନାହିଁ । ସୀମିତ ସମୟ ମଧ୍ୟରେ ବହୁ ସଂଖ୍ୟକ ରୋଗୀ ଡାକ୍ତରଙ୍କୁ ଦେଖା କରିବା ପାଇଁ ଧାଡି ବାନ୍ଧି ପ୍ରବଳ ଖରାରେ ଛିଡା ହେଉଥିବା ଦେଖିବାକୁ ମିଳୁଛି । ଦୂର ଦୂରାନ୍ତରୁ ଆସୁଥିବା ଲୋକମାନେ ଅଧିକାଂଶ ସମୟରେ ଡାକ୍ତରଙ୍କ ସାକ୍ଷାତ ନପାଇ ଫେରି ଯାଉଥିବା ସମୟରେ ବହୁଥର ଧାଡି ବାନ୍ଧି ଛିଡା ହେଲେ […]

Continue Reading