ଛାଡ଼ିଲା ଝଡ଼ବର୍ଷା , ଏଣିକି ବଢ଼ିବ କୁହୁଡ଼ି

ଛାଡ଼ିଲା ଝଡ଼ବର୍ଷା , ଏଣିକି ବଢ଼ିବ କୁହୁଡ଼ି

#ଛାଡ଼ିଲା_ଝଡ଼ବର୍ଷା,_ଏଣିକି_ବଢ଼ିବ_କୁହୁଡ଼ି  ଭୁବନେଶ୍ବର : ଦୁଇ ଦିନ ଧରି ରାଜ୍ୟରେ ଲାଗିରହିଥିବା‌ ଝଡ଼ବର୍ଷା ଆଜି କମିଛି। ସକାଳଠାରୁ ରାଜ୍ୟର କୌଣସି ଅଞ୍ଚଳରେ ବର୍ଷା ହୋଇ ନ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେତେକ ସ୍ଥାନରେ କୋହଲା ପାଗ ଲାଗି ରହିଥିବାରୁ ଥଣ୍ଡା ଅନୁଭୂତ ହୋଇଥିଲା। ଗୁରୁବାରଠାରୁ ପାଗ ସ୍ବାଭାବିତ ହେବା ସହ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଆସନ୍ତା […]

Continue Reading