୭ବର୍ଷରୁ କମ୍ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ମୁକ୍ତ କରାଯିବ : ସୁପ୍ରିମକୋର୍ଟ

#୭ବର୍ଷରୁ_କମ୍_ଦଣ୍ଡ_ଭୋଗୁଥିବା_କଏଦୀଙ୍କୁ_ମୁକ୍ତ_କରାଯିବ     ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି କମ୍ ଗୁରୁତ୍ୱ ରଖୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା କଏଦୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୭ବର୍ଷରୁ କମ୍ ଜେଲଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ପାରୋଲ୍ କିମ୍ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ କୋର୍ଟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଉଭୟ ଦଣ୍ଡିତ ଏବଂ ବିଚାରାଧୀନ କଏଦୀଙ୍କ ଲାଗି ଉଦ୍ଦିଷ୍ଟ। କଏଦୀମାନଙ୍କୁ ୬ସପ୍ତାହ ପାରୋଲ ଦେବାକୁ କୋର୍ଟ କହିବା ସହ […]

Continue Reading