ରେକର୍ଡ : ୨୪ ଘଣ୍ଟାରେ ୩୯୦୦ ସଂକ୍ରମିତ, ୧୯୫ ମୃତ୍ୟୁ

ରେକର୍ଡ : ୨୪ ଘଣ୍ଟାରେ ୩୯୦୦ ସଂକ୍ରମିତ, ୧୯୫ ମୃତ୍ୟୁ

#୨୪_ଘଣ୍ଟାରେ_୩୯୦୦_ସଂକ୍ରମିତ୧୯୫_ମୃତ୍ୟୁ            ନୂଆଦିଲ୍ଲୀ : ରେକର୍ଡ କରୁଛି କରୋନା । ଦେଶରେ ଦିନକୁ ଦିନ ଅଧିକ ଗୁରୁତର ଆକାର ଧାରଣ କରୁଛି କରୋନା। ୨୪ ଘଣ୍ଟାରେ ଭାରତରେ  ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି । ଚିନ୍ତାଜନକ ବିଷୟ ହେଉଛି ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି […]

Continue Reading