ଓଡ଼ିଶାରେ ୧୦,୨୧୦ ଜଣ ଦେହଜୀବୀ

ଓଡ଼ିଶାରେ ୧୦,୨୧୦ ଜଣ ଦେହଜୀବୀ, ବାଲେଶ୍ୱରରେ ସର୍ବାଧିକ

#ଓଡ଼ିଶାରେ_୧୦,୨୧୦_ଜଣ_ଦେହଜୀବୀ     ଭୁବନେଶ୍ୱର: ଓଡ଼ିଶାରେ ମୋଟ୍‌ ୧୦ ହଜାର ୨୧୦ ଜଣ ଦେହଜୀବୀ ଥିବା ଜଣାପଡ଼ିଛି। ରାଜ୍ୟର ୨୨ଟି ଜିଲ୍ଲାରେ ଦେହଜୀବୀମାନେ ଥିବା ବେଳେ ଆଠଟି ଜିଲ୍ଲାରେ ଆଦୌ ଦେହଜୀବୀ ନାହାନ୍ତି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୦୫୦ ଜଣ ଦେହଜୀବୀ ଥିବା ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଏହା ଜଣାପଡ଼ିଛି। ଆଜି ବିଧାନସଭାରେ ରାଜ୍ୟରେ କେତେ ଜଣ ଦେହଜୀବୀ ଅଛନ୍ତି, ସେ ନେଇ ବିଧାୟକ ରମେଶ ସାଏ ପ୍ରଶ୍ନ ପଚାରିଥିଳେ । ଏହାର ଉତ୍ତର ରଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ […]

Continue Reading