ଆଜିଠୁ ୨୦ ଲକ୍ଷ ଲୋକଙ୍କୁ ପକ୍କାଘର ପାଇଁ ମିଳିବ ଯୋଗ୍ୟତା କାର୍ଡ

#୨୦_ଲକ୍ଷ_ଲୋକଙ୍କୁ_ପକ୍କାଘର_ପାଇଁ_ମିଳିବ_ଯୋଗ୍ୟତା_କାର୍ଡ     ଭୁବନେଶ୍ବର : ରାଜ୍ୟର ୨୦ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ପକ୍କାଘର ଯୋଗାଇଦେବେ। ଏଥିପାଇଁ ଗୁରବାର ଠାରୁ ସେମାନଙ୍କୁ ଯୋଗ୍ୟତା କାର୍ଡ ବଣ୍ଟନ କରାଯିବ । ପଚାଂୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନ ଯୋଜନାର ଶୁଭାରମ୍ଭ କରିବେ ଏବଂ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ପଚାଂୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଘର ପାଇବାକୁ ଥିବା ସମସ୍ତ ହିତାଧିକାରୀଙ୍କୁ […]

Continue Reading