ଗ୍ରାମାଞ୍ଚଳର ୨୦ ଲକ୍ଷ ପରିବାରକୁ ଦିଆଯିବ ପକ୍କାଘର

ଗ୍ରାମାଞ୍ଚଳର ୨୦ ଲକ୍ଷ ପରିବାରକୁ ଦିଆଯିବ ପକ୍କାଘର

#୨୦_ଲକ୍ଷ_ପରିବାରକୁ_ଦିଆଯିବ_ପକ୍କାଘର     ଭୁବନେଶ୍ବର : ରାଜ୍ୟର ଗ୍ରାମାଞ୍ଚଳରେ କଚ୍ଚାଘରେ ରହୁଥିବା ୨୦ ଲକ୍ଷ ପରିବାରକୁ ପର୍ଯ୍ୟାୟ କ୍ରମେ ପକ୍କାଘର ଯୋଗାଇଦିଆଯିବ। ପକ୍କାଘର ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଗୁରୁବାରଠାରୁ ବିଜୁ ପକ୍କାଘର ଯୋଗ୍ୟତା କାର୍ଡ଼ ବଣ୍ଟନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ପଞ୍ଚାୟତିରାଜ ଦିବସ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଚଳିତମାସ ୩୧ ତାରିଖ ସୁଦ୍ଧା ୨୦ଲକ୍ଷ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଗ୍ୟତା କାର୍ଡ ବଣ୍ଟନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ୫୦ଟି […]

Continue Reading