୧୧ କେଭି ବିଦ୍ୟୁତ୍ ତାର ଲାଗି ଟ୍ରକ୍ ଚାଳକଙ୍କ ମୃତ୍ୟୁ

#୧୧_କେଭି_ବିଦ୍ୟୁତ୍_ତାର_ଲାଗି_ଟ୍ରକ୍_ଚାଳକଙ୍କ_ମୃତ୍ୟୁ  କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ଡଙ୍କଲପାଡ଼ୁ ଅଘଟଣର ପୁନରାବୃତ୍ତି ଘଟିଥିବା ଜଣାଯାଇଛି। ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ଟ୍ରକ୍ ଚାଳକଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜମ୍ବୁ ମେରାଇନ୍ ଥାନା ଅନ୍ତର୍ଗତ ବରଜ ବାହାକୁଦ ଗାଁର ପ୍ରଭାତ ସେଠୀ ନାମକ ଜଣେ ଟ୍ରକ୍ ଚାଳକ ଏକ ବାଲିବୋଝେଇ ଟ୍ରକ୍ ଧରି କଂସାରବଡ଼ଦାଣ୍ଡୁଆ ଗ୍ରାମର ଜନୈକ ଲୋକଙ୍କ ଘରକୁ ଯାଉଥିଲେ। ଗାଁ ମଝିରେ ୧୧ କେଭି ବିଦ୍ୟୁତ ତାର ଓହଳିଥିବାର ଦେଖି […]

Continue Reading