ହାତୀ ଆକ୍ରମଣରେ ଷଣ୍ଢ ଗୁରୁତର

ହାତୀ ଆକ୍ରମଣରେ ଷଣ୍ଢ ଗୁରୁତର

#ହାତୀ_ଆକ୍ରମଣରେ_ଷଣ୍ଢ_ଗୁରୁତର ଡେଲାଙ୍ଗ : (ବିଜୟ କୁମାର ମହାପାତ୍ର) ଡେଲାଙ୍ଗରେ ଶନିବାରଦିନ ହାତୀ ପଶି ଆତଙ୍କ ସୃଷ୍ଟି କରିଥିଲା । କୁମୁକା ଜଙ୍ଗଲରୁ କୁଆପଦା ଓ ତାର ଆଖ ପାଖ ଗ୍ରାମରେ ହାତୀ ସମସ୍ତଙ୍କୁ ଭୟଭିତ କରି ରଖିଥିଲା । ଚଳ ପ୍ରଚଳ ପାଇଁ ଧନ ଜୀବନ ରେ ବ୍ୟାଘାତ ଲାଗିଥିଲା । ପୁଣି  ସେହି ହାତୀ ଜଙ୍ଗଲକୁ ନଫେରି ପିପିଲି ଥାନା ଅଧିନରେ ୪ଜଣଙ୍କର ଜୀବନ ନେବା ସହ ୧୦ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା । […]

Continue Reading