ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଉକ; ରଖିଛନ୍ତି ତିନୋଟି ବନ୍ଧୁକ

#ସ୍ୱାସ୍ଥ୍ୟମନ୍ତ୍ରୀଙ୍କ_ ସଉକ_ ରଖିଛନ୍ତି_ ତିନୋଟି_ ବନ୍ଧୁକ  ଭୁବନେଶ୍ୱର : “ସୌଖୀନରେ ବନ୍ଧୁକ ରଖିଛି। ସୁରକ୍ଷା ପାଇଁ ନୁହେଁ। ଏମ୍‌ଏଲ୍‌ଏ ହେବା ପରେ ମୁଁ ବନ୍ଧୁକ ରଖିନି। ଛାତ୍ର ଜୀବନରୁ ମୁଁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିଛି। ମୋ ପାଖରେ ଅଲ୍‌ଇଣ୍ଡିଆ ପର୍‌ମିଟ୍ ରହିଛି।” ବନ୍ଧୁକ ଚର୍ଚ୍ଚାକୁ ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ନବ ଦାସ ଦ୍ୱିତୀୟ ଧନୀ ମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପାଖରେ ୨ଟି […]

Continue Reading