ସୋସିଆଲ ମିଡିଆ ଛାଡ଼ିବେ ପ୍ରଧାନମନ୍ତ୍ରୀ ମୋଦୀ !

ସୋସିଆଲ ମିଡିଆ ଛାଡ଼ିବେ ପ୍ରଧାନମନ୍ତ୍ରୀ ମୋଦୀ !

#ସୋସିଆଲ_ମିଡିଆ_ଛାଡ଼ିବେ_ପ୍ରଧାନମନ୍ତ୍ରୀ_ମୋଦୀ    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଯଥା ଫେସବୁକ,ଟ୍ଵିଟର, ଇନଷ୍ଟାଗ୍ରାମ,ୟୁଟ୍ୟୁବରୁ ବିଦାୟ ନେବାକୁ ବିଚାର କରୁଛନ୍ତି । ଆସନ୍ତା ରବିବାର ଦିନ ଏହି ପଦକ୍ଷେପ ନେବାକୁ ବିଚାର କରୁଛନ୍ତି ବୋଲି ସେ ଟ୍ଵିଟ କରି ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ମୋଦୀ ହେଉଛନ୍ତି ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା । ଫେସବୁକରେ ତାଙ୍କର ୪୪ ନିୟୁତ ଫଲୋଅର ଓ ଟ୍ଵିଟରରେ ୫୩.୩ ନିୟୁତ ଫଲୋଅର ଅଛନ୍ତି । ସେହିପରି […]

Continue Reading