ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

#ସିଆରପିଏଫ୍_ଯବାନଙ୍କ_ଆତ୍ମହତ୍ୟା_ଉଦ୍ୟମ  ରାୟଗଡା: ରାୟଗଡ଼ା ୪ର୍ଥ ବାଟାଲିୟନର ଯବାନ ବିଜୟ ପାଲ ସିଂ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରୋଷେଇ ଘରେ ଥିବା ଛୁରୀରେ ନିଜ ପେଟକୁ ଭୁଷିବା ସହ ତଣ୍ଟି କାଟି ଦେଇଥିବା ଜଣା ପଡିଛି। ଗୁରୁତର ଅବସ୍ଥାରେ ପ୍ରଥମେ ରାୟଗଡ଼ା ଓ ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର କୋରାପୁଟରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯବାନଙ୍କୁ ସ୍ଥାନାନ୍ତର କରିଛନ୍ତି। […]

Continue Reading