ସାଇକେଲରେ ସହର ବୁଲିଲେ ଜିଲ୍ଲାପାଳ

#ସାଇକେଲରେ_ ସହର_ ବୁଲିଲେ_ ଜିଲ୍ଲାପାଳ  ବ୍ରହ୍ମପୁର : ସାଇକେଲରେ ସହର ବୁଲିଲେ ଜିଲ୍ଲାପାଳ। ସାଧାରଣ ଲୋକଙ୍କ ଭଲମନ୍ଦ ବୁଝିବା ସହ ନିୟମ ଖିଲାପକାରୀଙ୍କ ଉପରେ ବର୍ଷିଥିଲେ। ଜରିମାନା ବି କରିଥିଲେ। ଜିଲ୍ଲାପାଳଙ୍କ ଅଚାନକ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳର ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲରେ ଛତ୍ରପୁର ବୁଲି ସେଠାକାର ସ୍ଥିତି ପରଖିବା ସହ ରାସ୍ତାରେ ଅଳିଆ ଆବର୍ଜନା ପକାଉଥିବା ବ୍ୟବସାୟୀଙ୍କ ଉପରେ ବର୍ଷିଥିଲେ। ଜିଲାପାଳ ବିଜୟ […]

Continue Reading