ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍

#ସମ୍ବଲପୁର_ବିଶ୍ୱବିଦ୍ୟାଳୟ_ଯୁକ୍ତ_ତିନି_ପ୍ରଶ୍ନପତ୍ର_ଲିକ୍  ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ଆବେଦନ କରାଯିବ। ଏଥିପାଇଁ ଚିଠି ଲେଖାଯାଇଛି, ଶନିବାର ଉଚ୍ଚ ଶିକ୍ଷା ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯିବ ବୋଲି କହିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ସୂର୍ଯ୍ୟନାରାୟଣ ନାଏକ। ଦ୍ବିତୀୟ ଦିନରେ ୫ଟି ସ୍କ୍ବାଡ୍ ରାଉରକେଲା, ସୁନ୍ଦରଗଡ଼ ଏବଂ ଭବାନୀପାଟନା ସ୍ଥିତ ଅନେକ କଲେଜରେ ଚଢାଉ କରାଯାଇଛି। ସୁନ୍ଦରଗଡ଼ ସ୍ଥିତ କଲେଜଗୁଡ଼ିକରେ […]

Continue Reading