ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୧୫ କୋଟି

#ସତ୍ୟବାଦୀ_ଓଡ଼ିଆ_ବିଶ୍ବବିଦ୍ୟାଳୟ_ପାଇଁ_୧୫_କୋଟି  ଭୁବନେଶ୍ବର : ରାଜ୍ୟ ବଜେଟ ୨୦୨୦-୨୧ରେ ଉଚ୍ଚ ଶିକ୍ଷା ପାଇଁ ବ୍ୟାପକ ବ୍ୟୟ ବରାଦ କରାଯାଇଛି। ସତ୍ୟବାଦୀଠାରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ବଜେଟ୍ ରେ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଲାପଟପ୍ ବିତରଣ ପାଇଁ ୪୫ କୋଟି ଟଙ୍କା, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୂସା) ପାଇଁ ୨୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସେହିପରି ମେଧାବୀ ଛାତ୍ରଛାତ୍ରୀଙ୍କୁ […]

Continue Reading