କର୍ତ୍ତବ୍ୟରେ ଅବହେଳା, ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

କର୍ତ୍ତବ୍ୟରେ ଅବହେଳା, ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

#ସଂସ୍କୃତ_ଶିକ୍ଷକଙ୍କୁ_ନିଲମ୍ବନ_କଲେ_ଜିଲ୍ଲାପାଳ     ରାୟଗଡ଼ା: ଦାୟିତ୍ବରେ ଅବହେଳା ପାଇଁ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ କ‌େରେଡା ସରକାରୀ ହାଇସ୍କୁଲର ସଂସ୍କୃତ ଶିକ୍ଷକ ମହେନ୍ଦ୍ର କୁମାର ତ୍ରିପାଠୀଙ୍କୁ ଜିଲ୍ଲାପାଳ ପ୍ର‌ମୋଦ କୁମାର ବେହେରା ନିଲମ୍ବନ କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଶିକ୍ଷକ ଶ୍ରୀ ତ୍ରିପାଠୀଙ୍କୁ ରାୟଗଡ଼ା ବ୍ଲକ୍ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ନିର୍ଦେଶ ହୋଇଛି। ଏଥି ସହିତ ବିଡ଼ିଓଙ୍କ ବିନା ଅନୁମତିରେ ବ୍ଲକ୍ କାର୍ଯ୍ୟାଳୟ ନ ଛାଡ଼ିବାକୁ ନିଲମ୍ବନ ପତ୍ରରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ।

Continue Reading