ସଂଘବଦ୍ଧ ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ଓ ସାମ୍ବାଦିକଙ୍କ ମୃତ୍ୟୁ

#ସଂଘବଦ୍ଧ_ଆକ୍ରମଣରେ_ସରପଞ୍ଚଙ୍କ_ସ୍ୱାମୀ_ଓ_ସାମ୍ବାଦିକଙ୍କ_ମୃତ୍ୟୁ  ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଆଜି ଅପରାହ୍ନରେ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଓ ଜଣେ ସାମ୍ବାଦିକଙ୍କୁ ଖଜୁରୀପଦା ଠାରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଜଣାଯାଇଛି। ଆକ୍ରମଣରେ ୱେବ୍‌ ଚ୍ୟାନେଲ୍‌ର ସାମ୍ବାଦିକ ଆଦିତ୍ୟ ରଣସିଂ ଓ ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଦିତ୍ୟ ରଣସିଂ, ଭଗବାନ ସ୍ୱାଇଁ ଓ ଅନ୍ୟ ଜଣେ ଯୁବକ ଆଜି ସକାଳୁ ଘରୁ ବାହାରି ବାଙ୍କୀ ଯାଇଥିଲେ। ସେମାନେ […]

Continue Reading