ଶିଳ୍ପ ସଂସ୍ଥାରେ କାର୍ଯ୍ୟ ଚାଲୁ ରଖିବାକୁ ନିୟମାବଳୀର ଅନୁପାଳନ ନିର୍ଦ୍ଦେଶ

ଶିଳ୍ପ ସଂସ୍ଥାରେ କାର୍ଯ୍ୟ ଚାଲୁ ରଖିବାକୁ ନିୟମାବଳୀର ଅନୁପାଳନ ନିର୍ଦ୍ଦେଶ

#ଶିଳ୍ପ_ସଂସ୍ଥାରେ_ନିୟମାବଳୀର_ଅନୁପାଳନ_ନିର୍ଦ୍ଦେଶ               ଯାଜପୁର  : ( ବିଶ୍ବଜିତ ରଣା )    ଶିଳ୍ପସଂସ୍ଥା ମାନଙ୍କରେ ସାମାଜିକ ଦୂରତା ସହ ସରକାରୀ ନିୟମାବଳୀକୁ ଅନୁପାଳନ କରି ଉତ୍ପାଦନ ଚାଲୁ କରିବାକୁ ସରକାର ନିର୍ଦ୍ଧେଶାନାମା ଜାରି କରିଛନ୍ତି । ତେଣୁ ସମସ୍ତ ଶିଳ୍ପାନୁଷ୍ଠାନ ନିୟମାବଳୀକୁ ନିଷ୍ଠାର ସହ ପାଳନ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ପରାମର୍ଶ ଦେଇଛନ୍ତି । କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ ସମ୍ମିଳନୀ କକ୍ଷରେ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈ÷ଠକ ଅନୁଷ୍ଠିତ ହୋଇଥିଲା । […]

Continue Reading