୭୦ରୁ ୮୦ ବର୍ଷ ମଧ୍ୟରେ ଲୋପ ପାଇଯିବ ସମୁଦ୍ର ପ୍ରବାଳ ପ୍ରାଚୀର

୭୦ରୁ ୮୦ ବର୍ଷ ମଧ୍ୟରେ ଲୋପ ପାଇଯିବ ସମୁଦ୍ର ପ୍ରବାଳ ପ୍ରାଚୀର

#ଲୋପ_ପାଇଯିବ_ସମୁଦ୍ର_ପ୍ରବାଳ_ପ୍ରାଚୀର   ହାବାର୍ଡ : ଜଳବାୟୁ ପରିବର୍ତ୍ତନ ଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ ଲୋପ ପାଇଯିବ। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୭୦ରୁ ୮୦ ବର୍ଷ ମଧ୍ୟରେ ଏହା ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ଆଗାମୀ ୨୦ ବର୍ଷ ବଳେକୁ ପ୍ରବାଳ ପ୍ରାଚୀରର ୭୦ରୁ ୯୦ ପ୍ରତିଶତ ଲୋପ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଆମେରିକାର ନ୍ୟାଶନାଲ୍‌ ଓସୋନିକ୍‌ ଆଣ୍ଡ୍‌ ଆଟମସ୍‌ଫେରିକ୍‌ ଆଡମିନିଷ୍ଟ୍ରେଶନ […]

Continue Reading