ଲକ୍ଷାଧିକ ଟଙ୍କାର ନକଲି ଗୁଟଖା ଜବତ ୬ ଗିରଫ

ଲକ୍ଷାଧିକ ଟଙ୍କାର ନକଲି ଗୁଟଖା ଜବତ ୬ ଗିରଫ

#ଲକ୍ଷାଧିକ_ଟଙ୍କାର_ନକଲି_ଗୁଟଖା_ଜବତ      ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦରଥାନା ପୋଲିସ ଓ କୁକୁଡାଖଣ୍ଡି ତହସିଲଦାର ମିଳିତ ଭାବେ ଚଢ଼ାଉ କରି ୨ଟି ମେସିନ, ୩୦୧ ବ୍ୟାଗ ନକଲି ଗୁଟଖା (ପ୍ରତ୍ୟେକରେ ୩୨ ପେକେଟ ଗୁଟଖା),ଗୁଟୁଖା ପେକିଙ୍ଗ ରିଲ ୩୮ ବଣ୍ଡଲ ଜବତ କରିଛନ୍ତି । ସୂଚନା ଅନୁଯାୟୀ,ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଲୋଚାପଡ଼ା ଗୁରୁଣ୍ଠି ରୋଡ ପାର୍ଶ୍ୱରେ ଥିବା ଟେକ୍ନୋ ପାର୍କ ଠାରେ ଦୀର୍ଘଦିନଧରି ଚାଲିଥିଲା ଏହି ନକଲି ପୁଡିଆ କାରଖାନା। ଏଠାରେ କିଛି ବିହାରି ଲୋକ ରହୁଥିବା […]

Continue Reading