ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧି ବୃଦ୍ଧି ଘୋଷଣା କଲେ ସରକାର

ଲକଡାଉନରୁ ବାଦ୍ ପଡିଲା କୃଷି

#ଲକଡାଉନରୁ_ବାଦ୍_ପଡିଲା_କୃଷି           ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ତେବେ ଏହି କାରଣରୁ କୃଷି ଓ ଚାଷକାର୍ଯ୍ୟ ତଥା ଆନୁସଙ୍ଗିକ ସେବାରେ ନିୟୋଜିତ ଲୋକମାନେ ସମସ୍ୟା ଭୋଗିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକୁ ଲକଡାଉନରୁ ବାଦ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି । ଯାହାଫଳରେ ଫସଲ କାଟିବାରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ । କେନ୍ଦ୍ର କୃଷି […]

Continue Reading