ମିଳିଲାନି ମହାପ୍ରୟାଣ, ରିକ୍ସାରେ ମା’ର ଶବ ନେଲେ ପୁଅ-ଝିଅ

#ରିକ୍ସାରେ_ମା’ର_ଶବ_ନେଲେ_ପୁଅଝିଅ  ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ଡାକ୍ତରଖାନାରେଚିକିତ୍ସା ପାଇଁ ମାକୁ  ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମା’ର ମୃତ୍ୟୁ ଘଟିଲା। ଶବ ନେବା ପାଇଁ ବିଭାଗୀୟ ଡାକ୍ତର, କର୍ମଚାରୀଙ୍କ ସମେତ ବହୁ ଲୋକଙ୍କୁ କାକୁତିମିନତି ହେଲେ। କିନ୍ତୁ କେହି ଆହା ପଦେ କହିଲେ ନାହିଁ କି ଟଙ୍କାଟିଏ ସହାୟତା ଦେଲେନି। ପାଖରେ ଟଙ୍କା ନଥିବାରୁ ମହାପ୍ରୟାଣ ଗାଡ଼ି ଥାଇ ସୁଦ୍ଧା ମିଳିଲା ନାହିଁ। ଶେ ଷରେ ମା’ର ଶବକୁ ପୁଅ-ଝିଅ ଏକ ଟ୍ରଲି ରିକ୍ସାରେ ନେଇଛନ୍ତି। ଏହି […]

Continue Reading