ରାୟଗଡ଼ାରେ ସର୍ବାଧିକ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି

ରାୟଗଡ଼ାରେ ସର୍ବାଧିକ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି

#ରାୟଗଡ଼ାରେ_ସର୍ବାଧିକ_ପିଲା_ଅଧାରୁ_ପାଠ_ଛାଡ଼ୁଛନ୍ତି   ଭୁବନେଶ୍ୱର : ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ କୋମଳମତି ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି। ଏହା ସତ୍ତ୍ୱେ ଛାତ୍ରଛାତ୍ରୀମାନେ ଅଧାରୁ ପାଠପଢ଼ା ଛାଡୁଛନ୍ତି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଡ୍ରପ୍‌ଆଉଟ୍ ହାର ୫.୪୨ ପ୍ରତିଶତ ଥିବା ବେଳେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଏହି ହାର ସର୍ବାଧିକ ରହିଛି। ଆଜି […]

Continue Reading