‘ଉଡାନ୍’ ଯୋଜନାରେ ରାୟଗଡ଼ାକୁ ଅଣଦେଖା

‘ଉଡାନ୍’ ଯୋଜନାରେ ରାୟଗଡ଼ାକୁ ଅଣଦେଖା

#ରାୟଗଡ଼ାକୁ_ଅଣଦେଖା     ରାୟଗଡ଼ା: ଉଡାନ୍-୩ ଯୋଜନାରେ ସର୍ଭେ ହେଲା। ଆବଶ୍ୟକ ଭିତ୍ତିଭୂମି ସହ ପୁରୁଣା ବିମାନ ବନ୍ଦର ଥିବା ଯୋଗୁଁ ଆଶା ଥିଲା ଝାରୁସୁଗୁଡ଼ା, ଜୟପୁର ଭଳି ରାୟଗଡ଼ାରୁ ଉଡ଼ିବ ବିମାନ। କିନ୍ତୁ ସର୍ଭେକୁ ଇତି ମଧ୍ୟରେ ୩ ବର୍ଷ ପୂରିଲାଣି। ଝାରସୁଗୁଡ଼ା ବିମାନ ବନ୍ଦରରୁ ଇତି ମଧ୍ୟରେ ବିମାନ ଉଡ଼ିବା ଆରମ୍ଭ କରି ସାରିଲାଣି। ସେହିପରି ଜୟପୁର ବିମାନ ବନ୍ଦର କାମ ଆଗେଇ ଚାଲିଛି। ଅଥଚ ରାଜନୈତିକ ଇଚ୍ଛାଶକ୍ତିର ଅଭାବ, କେନ୍ଦ୍ର-ରାଜ୍ୟ ସରକାରଙ୍କ ଅଣଦେଖା ଯୋଗୁଁ ରାୟଗଡ଼ା […]

Continue Reading