ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ବସ୍‌ରୁ ଓହ୍ଲାଇଦେଲେ, ରାସ୍ତା କଡ଼ରେ ଛଟପଟ ହୋଇ ଚାଲିଗଲା ପ୍ରାଣ

ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ବସ୍‌ରୁ ଓହ୍ଲାଇଦେଲେ, ରାସ୍ତା କଡ଼ରେ ଛଟପଟ ହୋଇ ଚାଲିଗଲା ପ୍ରାଣ

#ରାସ୍ତା_କଡ଼ରେ_ଛଟପଟ_ହୋଇ_ଚାଲିଗଲା_ମହିଳାଙ୍କ_ପ୍ରାଣ  କେନ୍ଦୁଝର : ହଜିଗଲା ମାନବିକତା। ରୋଗ ଯନ୍ତ୍ରଣାରେ ଛଟପଟ ଜଣେ ମହିଳାଙ୍କୁ ବସ୍‌ରୁ ଓହ୍ଲାଇଦେଲେ ବସ କର୍ମଚାରୀ। ରାସ୍ତାକଡ଼ରେ ଘଣ୍ଟାଏ କାଳ ଛଟପଟ ହେଲେ ମହିଳା ଜଣକ। ଗାଡ଼ି ନମିଳିବାରୁ ସ୍ଥାନୀୟ ଡାକ୍ତରଖାନାକୁ ବି ଯାଇ ପାରିନଥିଲେ। ସ୍ବାମୀ ଅସହାୟ ଅବସ୍ଥାରେ ଜଗି ରହିଥିଲେ। ୧୦୮ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ନଥିଲା। ବହୁ ସମୟ ପରେ ଏକ ଅଟୋରେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ଏମିତି ହୃଦୟବିଦାରକ ଘଟଣା ଘଟିଛି […]

Continue Reading