ରାଜ୍ୟ ସରକାରମାନଙ୍କୁ ଚିଠି ଲେଖିଲା ଆରବିଆଇ; ୟେସ୍‌ ବ୍ୟାଙ୍କ୍‌ ପରିପ୍ରେକ୍ଷୀରେ ଘରୋଇ ବ୍ୟାଙ୍କ୍‌ରୁ ଜମା ଉଠାନ୍ତୁ ନାହିଁ; ଜମା ସୁରକ୍ଷିତ ଅଛି

#ରାଜ୍ୟ_ସରକାର_ମାନଙ୍କୁ_ଚିଠି ଲେଖିଲା_ଆରବିଆଇ     ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ଦୁର୍ନୀତି ପଦାକୁ ଆସିବା ପରେ ଏବେ ସମଗ୍ର ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ୟେସ୍‌ ବ୍ୟାଙ୍କ ଦୁର୍ନୀତିକୁ ଦେଖିବା ପରେ ଏବେ କେବଳ ମାତ୍ର ସାଧାରଣ ଜନତା ନୁହନ୍ତି; ବରଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାରମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଛନ୍ତି। ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆତଙ୍କିତ ହୋଇ ନିଜ ନିଜର ଜମାଟଙ୍କା ବୁଡ଼ିଯିବା ଆଶଙ୍କାରେ […]

Continue Reading