ରାଜ୍ୟର ଅଭିବୃଦ୍ଧି ହାର କମିଛି: ଅର୍ଥନୈତିକ ସର୍ଭେ ରିପୋର୍ଟ

#ରାଜ୍ୟର_ଅଭିବୃଦ୍ଧି_ହାର_କମିଛି  ଭୁବନେଶ୍ୱର : ମଙ୍ଗଳବାରରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ । ତା ପୂର୍ବରୁ ସୋମବାରରେ ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। କୃଷି ଉତ୍ପାଦନ, ଖଣିଜ କାରବାର ମାନ୍ଦା ଯୋଗୁ ରାଜ୍ୟ ଅଭିବୃଦ୍ଧି ହାର କମିଥିବା ସର୍ଭେ ରିପୋର୍ଟ ଦର୍ଶାଇଛି । କେନ୍ଦ୍ର ଅନୁଦାନ କମିବା ଓ ରାଜ୍ୟର ଅଭିବୃଦ୍ଧି ହାର କମ ହେବା ବେଳେ ରାଜ୍ୟ ସରକାର କିପରି ଏକ ବଡ ସନ୍ତୁଳିତ ବଜେଟ ଆଣିବେ ତାକୁ ନେଇ ଆରମ୍ଭ ହୋଇଛି […]

Continue Reading