ରାଜ୍ୟରେ ବଜ୍ରପାତ ନେଲା ୯ ଜୀବନ

ରାଜ୍ୟରେ ବଜ୍ରପାତ ନେଲା ୯ ଜୀବନ

#ରାଜ୍ୟରେ_ବଜ୍ରପାତ_ନେଲା_୯_ଜୀବନ     ଭୁବନେଶ୍ୱର  : ବଜ୍ରପାତ ନେଲା ୯ ଜୀବନ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଆକାଶରେ କଳାହାଣ୍ଡିଆ ମେଘ ମାଡି ଆସିବା ସହ ଖୁବ୍ ଜୋରରେ ବଜ୍ରପାତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବାରଡାଙ୍ଗ ଗାଁର ସରୋଜ ଜେନାଙ୍କ ମୃତ୍ୟୁ ହୋଇଛି । ସରୋଜ ଜମିକୁ ଧାନ ବୁଣିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଜଗତସିଂହପୁରରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ […]

Continue Reading