କଟକରେ ଚିହ୍ନଟ ହେଲେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତହ୍ନଟ

ରାଜ୍ୟରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ

#ରାଜ୍ୟରେ_ଚତୁର୍ଥ_କରୋନା_ରୋଗୀ_ଚିହ୍ନଟ          ଭୁବନେଶ୍ୱର  :  ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ହେଉଛି ଭଦ୍ରକ। ଯୁବକ ଜଣକ ଦୁବାଇରୁ ଫେରିଥିବା ବେଳେ ତାଙ୍କ ସ୍ୱାବ ପରୀକ୍ଷାରୁ ପଜିଟିଭ ଥିବା ଜଣାପଡ଼ିଛି । ବୟସ ୨୯। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଆହୁରୀ ୩ ଜଣ ଚିହ୍ନଟ ହୋଇଛନ୍ତି ।ମହାମାରୀ କରୋନା ଭାଇରସରେ ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। […]

Continue Reading