ରାଜନାଥଙ୍କୁ ଭେଟିଲେ ଅପରାଜିତା, ୧୨୦-ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ଲାଗି ଅନୁମତି ଲୋଡ଼ିଲେ

#ରାଜନାଥଙ୍କୁ_ଭେଟିଲେ_ଅପରାଜିତା  ନୂଆଦିଲ୍ଲୀ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ନୂଆପଲ୍ଲୀ ଅଞ୍ଚଳରେ ଥିବା ୧୨୦ ଇନଫାଣ୍ଟ୍ରି ବାଟାଲିୟନ ପରିସରରେ ଏକ ଡ୍ରେନ ନିର୍ମାଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ସେ ଟ୍ଵିଟ କରି ସୂଚନା ଦେଇଛନ୍ତି । ବାଟାଲିୟନ ପରିସରରେ ଏହି ଡ୍ରେନ ନିର୍ମାଣ ହେଲେ ନୂଆପଲ୍ଲୀ ଅଞ୍ଚଳରେ ବର୍ଷାଦିନେ ଦେଖାଯାଉଥିବା ଜଳାର୍ଣ୍ଣବ ସମସ୍ୟା ଦୂର ହେବ ବୋଲି ଆଶା ପ୍ରକାଶ କରାଯାଉଛି । […]

Continue Reading