ରକ୍ତଦାନ ଶିବିରରେ ରକ୍ତଦାନ କଲେ ଜିଲ୍ଲାପାଳ
#ରକ୍ତଦାନ_କଲେ_ଜିଲ୍ଲାପାଳ ଯାଜପୁର : ଯାଜପୁର ର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ (ଲଲ) , ସିଦ୍ଧାର୍ଥ ଶଙ୍କର ଦାସ, ବ୍ୟାସଦେବ ରାଉତ, ହୀରଣ୍ୟମୟ ମହାପାତ୍ର ଙ୍କ ନେତୃତ୍ୱରେ ଅଶୋକ ଦାସ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ମାଳଆନ୍ଦପୁର ପଞ୍ଚାୟତ ନୁରୁଗାଁ ରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଶିବିରକୁ ଉଦଘାଟନ କରିବା ସହ ନିଜେ ରକ୍ତ ଦାନ କରିଛନ୍ତି ଓ ଅଶୋକ […]
Continue Reading