ଯାଜପୁରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଯାଜପୁରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

#ଯାଜପୁରରେ_ଆନ୍ତର୍ଜାତୀୟ_ମହିଳା_ଦିବସ_ପାଳିତ     ଯାଜପୁର : (ବିଶ୍ବଜିତ ରଣା) ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣ, ସଖୀ ଓ ବେଟୀ ବଚାଓ ବେଟୀ ପଢାଓ ଆନୁକୂଲ୍ୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ମହିଳା ଦିବସ ପାଳିତ ହୋଇଯାଇଅଚ୍ଥି । ପ୍ରଥମେ ମା’ ବିରଜାଙ୍କର ପଂଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଊକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ […]

Continue Reading