କରୋନା : ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

କରୋନା : ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

#ମୁଖ୍ୟମନ୍ତ୍ରୀମାନଙ୍କ_ସହ_କଥା_ହେଲେ_ପ୍ରଧାନମନ୍ତ୍ରୀ     ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ପୁଣିଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। କରୋନା ସହ ଲଢିବାକୁ ମୋଦି ନୂଆ ରଣନୀତି ବିଷୟରେ ଆଲୋଚନା କରିଛନ୍ତି। ୨୧ ଦିନର ଲକ୍‌ଡାଉନ୍‌ ସରିବା ପରେ ସ୍ଥିତିର ମୁକାବିଲା କିପରି କରାଯାଇ ପାରିବ ସେଥିପାଇଁ ନୀତି ନିର୍ଦ୍ଧାରଣ ଆବଶ୍ୟକ। ସମସ୍ତ ରାଜ୍ୟ ମିଳିତ ଭାବେ ଏଥିପାଇଁ ଷ୍ଟ୍ରାଟେଜୀ ସ୍ଥିର କରିବା […]

Continue Reading