ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ

ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ

 #ମାଡି_ଆସୁଛି_ବିଶାଳକାୟ_ଉଲକା_ପିଣ୍ଡ     ନୂଆଦିଲ୍ଲୀ : ଆମେରିକାର ମହାକାଶ ଗବେଷଣକାରୀ ସଂସ୍ଥା ନାସା ପୃଥିବୀ ଅଭିମୁଖେ ଦ୍ରୁତ ଗତିରେ ବଢୁଥିବା ଏକ ବିଶାଳକାୟ ଉଲକା ପିଣ୍ଡର ସନ୍ଧାନ କରିଛି। କୁହାଯାଉଛି ଯେ, ଏହି ଉଲକା ପିଣ୍ଡ ମାଉଣ୍ଟ ଏଭରେଷ୍ଟଠୁ ମଧ୍ୟ ଅନେକ ଗୁଣ ବଡ ହେବ। ମାତ୍ର ନାସାର କହିବା କଥା ଏହି ଉଲକା ପିଣ୍ଡ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କାରଣ ଏହା ପୃଥିବୀରୁ ଅନେକ କିଲୋମିଟର ଦୂର ଦେଇ ଗତି କରିବ। ଅନ୍ୟପଟେ […]

Continue Reading