ମହଣ ମହଣ ସୁନାରେ ଝଲସିଲେ ତିନି ଠାକୁର

ମହଣ ମହଣ ସୁନାରେ ଝଲସିଲେ ତିନି ଠାକୁର

#ମହଣ_ମହଣ_ସୁନାରେ_ଝଲସିଲେ_ତିନି_ଠାକୁର            ପୁରୀ    : ମହଣ ମହଣ ସୁନାରେ ଝଲସିଲେ ତିନି ଠାକୁର  । ଝଲସୁଛି ବଡଦାଣ୍ଡ, ନବଦିନାତ୍ମମ ଯାତ୍ରାର ଅନ୍ତିମ ଦିବସରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ତିନିରଥ ଉପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। କୋଭିଡ୍‍ ଗାଇଡ୍‍ ଲାଇନ୍‍କୁ ମାନି ମାର୍କେଟ୍‍ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡଦାଣ୍ଡରେ କର୍ଫ୍ୟୁ ଜାରୀ କରାଯିବା ସହ ତିନିରଥ ଚାରିପଟେ ବ୍ୟାରିକେଡ୍‍ ନିର୍ମାଣ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ନିରାଡ଼ମ୍ବର ଭାବେ ପାଳିତ […]

Continue Reading