ମହଙ୍ଗା ଭତ୍ତାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଲା

#ମହଙ୍ଗା_ଭତ୍ତାକୁ_ନେଇ_କର୍ମଚାରୀଙ୍କ_ମଧ୍ୟରେ_ଅସନ୍ତୋଷ_ତେଜିଲା  ଭୁବନେଶ୍ୱର : ଜୁଲାଇ ପରିବର୍ତ୍ତେ ଜାନୁୟାରୀ ମାସରୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ରାଜ୍ୟ ସରକାର ଘୋଷଣା କରିବା ପରେ ରାଜ୍ୟ କର୍ମଚାରୀମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଲୋକସେବା ଭବନର ହଜାର ହଜାର କର୍ମଚାରୀ ଆଜି ଏକଜୁଟ ହୋଇ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୃଢ଼ ଭାବେ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କ ଭଳି ୨୦୧୯ ଜୁଲାଇ ମାସରୁ ମହଙ୍ଗା ଭତ୍ତା ଲାଗୁ କରିବାକୁ ଦାବି କରିଛନ୍ତି। ସୂଚନା ଅନୁସାରେ, ଆଜି […]

Continue Reading