ମଟର ଦୁର୍ଘଟଣା କ୍ଷତିପୂରଣ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ମଟର ଦୁର୍ଘଟଣା କ୍ଷତିପୂରଣ ଆଇନ୍ ସଚେତନତା କାର୍ଯ୍ୟକ୍ରମ

#ମଟର_ଦୁର୍ଘଟଣା_କ୍ଷତିପୂରଣ_ଆଇନ୍_ସଚେତନତା_କାର୍ଯ୍ୟକ୍ରମ      କେନ୍ଦ୍ରାପଡା : ମଟର ଦୁର୍ଘଟଣା କ୍ଷତିପୂରଣ ଆଇନ୍ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ କେନ୍ଦ୍ରାପଡାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଗୁରୁବାର ନୂତନ ସିଭିଲ୍ କୋର୍ଟ ସଭାଗୃହ ପରିସରରେ ରୂପାନ୍ତରୀତ ଦାବି ନ୍ୟାୟାଧିକରଣ ଏକମତ ପ୍ରକ୍ରିୟା ସଂପର୍କିତ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଜିଲ୍ଲା ଓ ଦୈାରାଜଜ୍ ବାସୁଦେବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଟର ଦୁର୍ଘଟଣା ଜନିତ ଘଟଣାର ସମାଧାନ ସଂପର୍କରେ ଆଇନ୍ ସଚେତନତା ଉପରେ ଆଲୋଚନା […]

Continue Reading