ଖବରକାଗଜ ବିତରଣ ହେଲା ଅତ୍ୟାବଶ୍ୟକ ସେବା

ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ କରୋନା ,ସତର୍କ ରୁହନ୍ତୁ

#ଭୟଙ୍କର_ସ୍ଥିତି_ସୃଷ୍ଟି_କରିପାରେ_କରୋନା     ଭୁବନେଶ୍ବର : କରୋନା ଭାଇରସ ସମଗ୍ର ବିଶ୍ବରେ ଭୟଙ୍କର ସ୍ଥିତି ସୃଷ୍ଟି କରିଚାଲିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ ୧୭ ହଜାରରୁ ଅଧିକ ଲୋକ ଏହି ମହାମାରୀରେ ମୃତ୍ୟୁ ବରଣ କରିସାରିଥିବା ବେଳେ ୩ ଲକ୍ଷ ୯୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଭାରତରେ ବତ୍ତର୍ମାନ ସୁଦ୍ଧା ୫୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ତେବେ ଏପରି ପରିସ୍ଥିତିରେ […]

Continue Reading