ଭାରତରେ ହେବ ୨୦୨୧ ଜୁନିୟର ହକି ବିଶ୍ୱକପ୍‌

#ଭାରତରେ_ହେବ_୨୦୨୧_ଜୁନିୟର_ହକି_ବିଶ୍ୱକପ୍‌ ଲୌସାନେ: ଆସନ୍ତାବର୍ଷ ଭାରତରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ସୋମବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଘୋଷଣା କରିଛି । ଭାରତ ଦ୍ୱିତୀୟଥର ଲାଗି ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଅଧିକାର ପାଇଛି। ଏହା ପୂର୍ବରୁ ୨୦୧୬ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜୁନିୟର ବିଶ୍ୱକପର ଆୟୋଜନ କରାଯାଇଥିଲା, ଯେଉଁଥିରେ ଆୟୋଜକ ଦେଶ ଟ୍ରଫି ଜିତିଥିଲା। ୨୦୨୧ ବିଶ୍ୱକପ୍ ପାଇଁ ଭେନ୍ୟୁ ଏବଂ ତାରିଖର ଘୋଷଣା କରାଯାଇନାହିଁ। ଜୁନିୟର ବିଶ୍ୱକପରେ […]

Continue Reading