ଭାରତରେ ରହିଛି ଟ୍ରମ୍ଫଙ୍କ ବିଶାଳ ବ୍ୟବସାୟ

ଭାରତରେ ରହିଛି ଟ୍ରମ୍ଫଙ୍କ ବିଶାଳ ବ୍ୟବସାୟ

#ଭାରତରେ_ରହିଛି_ଟ୍ରମ୍ଫଙ୍କ_ବିଶାଳ_ବ୍ୟବସାୟ  ନୂଆଦିଲ୍ଲୀ  : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବ୍ରୁୟାରୀ ୨୪ରେ ସପରିବାର ଭାରତ ଗସ୍ତରେ ଆସୁଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ସାଙ୍ଗରେ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ମଧ୍ୟ ରହିବେ । ରାଷ୍ଟ୍ରପତି ଭାବେ ଟ୍ରମ୍ଫ ଆମେରିକାରେ ଯେତିକି ପରିଚିତ ନୁହଁନ୍ତି ବ୍ୟବସାୟୀ ଭାବେ ବେଶ ପ୍ରଶିଦ୍ଧ। ଆମେରିକୀୟ ବ୍ୟବସାୟୀ ଭାବେ ଭାରତରେ ରହିଛି ଟ୍ରମ୍ଫଙ୍କ ବିଶାଳ ବ୍ୟବସାୟ। ଟ୍ରମ୍ପଙ୍କ କମ୍ପାନୀ  ରିୟଲ ଇଷ୍ଟେଟ୍‌ରେ  ନର୍ଥ ଆମେରିକା ପରେ […]

Continue Reading