ବଢ଼ିବ ତମାଖୁ ସେବନ ବୟସ ସୀମା

ବଢ଼ିବ ତମାଖୁ ସେବନ ବୟସ ସୀମା

#ବଢ଼ିବ_ତମାଖୁ_ସେବନ_ବୟସ_ସୀମା  ନୂଆଦିଲ୍ଲୀ: ସିଗାରେଟ୍‌ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (ସିଓଟିପିଏ)ରେ ରହିଥିବା ବ୍ୟବସ୍ଥାକୁ ଲାଗୁ କରିବା ଲକ୍ଷ୍ୟ ନେଇ ତମାଖୁ ସେବନର ଆଇନଗତ ବୟସ ସୀମା ୧୮ରୁ ୨୧ ବର୍ଷ କରାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି ନିକଟରେ ଏନେଇ ବୈଠକ କରିଥିଲା। ଏଥିସହ କମିଟିର ବିଭିନ୍ନ ପ୍ରସ୍ତାବ ବାବଦରେ ମନ୍ତ୍ରଣାଳୟକୁ ଜଣାଇଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ଗୋଲୋବାଲ ଆଡଲ୍ଟ ଟବାକୋ ସର୍ଭେ […]

Continue Reading