ବଡ଼ ଧରଣର ତ୍ରୁଟି, ଦାୟିତ୍ୱହୀନତା ଯୋଗୁଁ ସୁଭଦ୍ରାଙ୍କ ମସ୍ତକରେ ବଙ୍କା ଚିତାଲାଗିଲା

#ବଡ଼ _ଧରଣର _ତ୍ରୁଟି_ଦାୟିତ୍ୱହୀନତା _ଯୋଗୁଁ _ସୁଭଦ୍ରାଙ୍କ _ମସ୍ତକରେ _ବଙ୍କା _ଚିତାଲାଗିଲା  ପୁରୀ: ମହାପ୍ରଭୁଙ୍କ ଚିତାଲାଗିରେ ବଡ ଧରଣର ତ୍ରୁଟି । ଚିତାଲାଗି ସମୟରେ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଚିତାକୁ ବଙ୍କା ଲଗାଯାଇଥିବା ଅଭିଯୋଗ ହୋଇଛି । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ତିନି ଠାକୁରଙ୍କ ମସ୍ତକରେ ପୂର୍ବରୁ ଖୋଲାଯାଇଥିବା ଦୁର୍ଲଭ ରତ୍ନ ଚିତାକୁ ଲଗାଇଥିଲେ। ସେତେବେଳେ ଦାୟିତ୍ୱହୀନତା ଯୋଗୁଁ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଦୁର୍ମୂଲ୍ୟ ମାଣିକ୍ୟର ଚିତାକୁ ବଙ୍କା ଲଗାଯାଇଛି । […]

Continue Reading