ବ୍ୟାଟେରୀ ଫାଟି ୩ ନାବାଳକ ଗୁରୁତର

ବ୍ୟାଟେରୀ ଫାଟି ୩ ନାବାଳକ ଗୁରୁତର

#ବ୍ୟାଟେରୀ_ଫାଟି_୩_ନାବାଳକ_ଗୁରୁତର    ବ୍ରହ୍ମପୁର : ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ତାହା ଫାଟିଯିବାରୁ ୩ ନାବାଳକ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସୋମପୁର ଗାଁରେ ଘଟିଛି। ୩ ନାବାଳକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଆଜି ସକାଳ ପ୍ରାୟ ୮ଟାରେ ପିଲାମାନେ ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିଲା। ପରିବାର ଲୋକେ ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ […]

Continue Reading