ବେଙ୍ଗ ଗିଳିଦେଲା ବିଷଧର ସାପ

#ବେଙ୍ଗ_ ଗିଳିଦେଲା_ ବିଷଧର_ ସାପ  ନୂଆଦିଲ୍ଲୀ: ଅଜବ ଘଟଣା ।  ଗୋଟିଏ ବେଙ୍ଗ ବିଶ୍ବର ତୃତୀୟ ସବୁଠାରୁ ଅଧିକ ବିଷଧର ସାପକୁ ଖାଇ ଦେଇଥିବା ଘଟଣା ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ଯେ କେହିବି ଭାବୁଥିବେ ଏହା କେମିତି ସମ୍ଭବ ହେଲା ।  ବିଷଧର ସାପକୁ ଖାଇବା ପରେ ବେଙ୍ଗର ହାଲ କ’ଣ ହୋଇଥିବ। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ଏମିତି ଘଟିଛି। ଫଟୋ ଟିକୁ ଟିକେ ଭଲ କରି ଦେଖନ୍ତୁ । […]

Continue Reading