ବୁଡ଼ିଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି! ‌

ବୁଡ଼ିଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି! ‌

#ବୁଡ଼ିଯିବ_ମହାପ୍ରଭୁ_ଶ୍ରୀଜଗନ୍ନାଥଙ୍କ_୫୪୫_କୋଟି    ପୁରୀ : ବୁଡ଼ିଯିବ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାର ଜମା ପାଣ୍ଠି! ୟେସ୍‌ ବ୍ୟାଙ୍କର ଦେବାଳିଆସ୍ଥିତି ପରେ ଏପରି କିଛି ଆଶଙ୍କା ଜଗନ୍ନାଥପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ଏତେ ପରିମାଣର ଜମା ଟଙ୍କା ଏହି ବ୍ୟାଙ୍କ ପାଖରୁ କିପରି ଫେରସ୍ତ ଆସିବ, ତାକୁ ନେଇ ସମସ୍ତେ ଚିନ୍ତାପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ ଯେଉଁମାନେ ଚଞ୍ଚକତା ପୂର୍ବକ ଏତେ ପରିମାଣର ଟଙ୍କା ଏହି ଘରୋଇ ବ୍ୟାଙ୍କରେ ଜମା ଦେଇଥିଲେ, ସେମାନଙ୍କୁ ଏଥି ପାଇଁ ଟଣାଯାଉ ବୋଲି ବିଭିନ୍ନ ମହଲରୁ […]

Continue Reading