ବିଶ୍ୱ ଦେଖୁଛି ବ୍ୟବସ୍ଥାର ବିଫଳତା

ବିଶ୍ୱ ଦେଖୁଛି ବ୍ୟବସ୍ଥାର ବିଫଳତା

#ବିଶ୍ୱ_ଦେଖୁଛି_ବ୍ୟବସ୍ଥାର_ବିଫଳତା   ନୂଆଦିଲ୍ଲୀ: ମଙ୍ଗଳବାର ହେବନି ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଫାଶୀ। ଅର୍ଥାତ ଏହି ଦିନ ପାଇଁ ପୁଣି ଏକ ତାରିଖକୁ ଅପେକ୍ଷା କରିବାକୁ ହେବ। ଦିଲ୍ଲୀ କୋର୍ଟ ଏବାବଦରେ ରାୟ ଦେଇ କହିଛନ୍ତି, ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି। ତେବେ ଫାଶୀ ତାରିଖ ଘୁଞ୍ଚିବାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, ଏହା ବ୍ୟବସ୍ଥାର ବିଫଳତାକୁ ଦେଖାଉଛି। ପୂରା ବିଶ୍ୱ ଦେଖୁଛି ଭାରତରେ କିଭଳି ନ୍ୟାୟ ବିଳମ୍ବିତ ହେଉଛି। ଲଗାତାର ୩ ଥର […]

Continue Reading